Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.
Start Talking
Listening voice...
Awards & Accolades Awards & Accolades

ପୁରସ୍କାର ଓ ସମ୍ମାନ

ଆମର 36000 ସଦସ୍ୟ ସମବାୟ ସମିତି ରହିଛନ୍ତି ଓ ଏମାନଙ୍କୁ ନେଇ ଆମେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛୁ। ଆମେ କେବଳ ଆମର କର୍ମଚାରୀ, ସହଯୋଗୀ ଏବଂ ଗ୍ରାହକଙ୍କ ଆକାଂକ୍ଷା ପୂରଣ କରିବାରେ ନୁହେଁ, ବରଂ ସେମାନଙ୍କ ପାଇଁ ଏକ ପ୍ରେରଣା ଭାବରେ ମଧ୍ୟ କାର୍ଯ୍ୟ କରୁ। ଯେତେବେଳେ ଇଫକୋର ବିଜୟ ହୁଏ, ସେତେବେଳେ ଆମର ସମସ୍ତ ହିତାଧିକାରୀ ବିଜୟୀ ହୁଅନ୍ତି ଏବଂ ସର୍ବୋପରି, ଏକତାର ଶକ୍ତି ଜିତିଥାଏ।

Card image
Card image
Card image
Card image
testing gallery 2

ବିଗତ 50 ବର୍ଷ ମଧ୍ୟରେ, ସାର ଉତ୍ପାଦନରେ ଏହାର ଉତ୍କର୍ଷତା ପାଇଁ ଇଫକୋ ମାନ୍ୟତା ପାଇଛି; କିନ୍ତୁ ପରିବେଶ ସୁରକ୍ଷା ଏବଂ ସ୍ଥାୟୀତ୍ୱ, ଆମର କର୍ମଚାରୀଙ୍କ ପାଇଁ ନିରାପଦ କାର୍ଯ୍ୟ ପରିବେଶ ସୃଷ୍ଟି, ଏଚଆର ପ୍ରକ୍ରିୟା, ଶକ୍ତି ସଂରକ୍ଷଣ ଏବଂ ଅଙ୍ଗାରକାମ୍ଳ ଫୁଟପ୍ରିଣ୍ଟ ହ୍ରାସ, ଆଇଟି ଉତ୍କର୍ଷତା ଏବଂ ଭାରତୀୟ କୃଷକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଆମର ଅବଦାନ ନିମନ୍ତେ ଆମେ ଅନେକ ପ୍ରଶଂସା ଲାଭ କରିବାରେ ସମର୍ଥ ହୋଇପାରିଛୁ।

Rank img
Rank img
Rank img
Rank img
test

ଇଫକୋ ହାସଲ କରିଥିବା କିଛି ପ୍ରମୁଖ ପ୍ରଶଂସା

  • ଆନ୍ତର୍ଜାତିକ ଫର୍ଟିଲାଇଜର ଆସୋସିଏସନ୍ ଆୱାର୍ଡ଼ସ
  • ଫର୍ଟିଲାଇଜର ଆସୋସିଏସନ୍ ଅଫ୍ ଇଣ୍ଡିଆ ଆୱାର୍ଡ଼ସ
  • ଆଇବିଏମ୍ ଆୱାର୍ଡ଼ସ୍
  • ଗ୍ରୀନଟେକ୍ ଏନଭିରୋନମେଣ୍ଟ ଏକ୍ସିଲେନ୍‌ସ ଆୱାର୍ଡ଼
  • ସିଆଇଆଇ ଏନଭିରୋନମେର୍ଟ ବେଷ୍ଟ ପ୍ରାକ୍‌ଟିସ୍ ଆୱାର୍ଡ଼ସ
  • ସମବାୟ ଉତ୍କର୍ଷତା ପାଇଁ କୋପରେଟିଭ୍ ଗ୍ଲୋବାଲ୍ ଆୱାର୍ଡ଼ସ
  • ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର
  • ପିଆରଏସଆଇ ପୁରସ୍କାର