Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO'S NAME. IFFCO DOES NOT CHARGE ANY FEE FOR THE APPOINTMENT OF DEALERS.
Start Talking
Listening voice...

ଅଣଲାଭଜନକ ପଦକ୍ଷେପ

ଇଫକୋ କିସନା ସେବା ଟ୍ରଷ୍ଟ

ଇଫକୋ କିସାନ ସେବା ଟ୍ରଷ୍ଟ (ଆଇକେଏସଟି) ହେଉଛି ଏକ ଚାରିଟେବଲ୍ ଟ୍ରଷ୍ଟ ଯାହାକୁ ଇଫକୋ ଓ ଏହାର କର୍ମଚାରୀମାନଙ୍କର ଯୁଗ୍ମ ଅବଦାନ ଫଳସରେ ଆଇକେଏସଟି କୁ ସୃଷ୍ଟି କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଚାଷୀମାନଙ୍କୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ, ଅସ୍ବାଭାବିକ ଜଳବାୟୁ ଅବସ୍ଥା ଦ୍ବାରା ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା।

ନିକଟରେ ଟ୍ରଷ୍ଟ ଏହାର ପରିସରକୁ ବିସ୍ତାର କରି ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା କୃଷକମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ତଥା ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ପାଇଁ ଛାତ୍ର ବୃତ୍ତି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଛି।

2018-19 ଆର୍ଥିକ ବର୍ଷରେ, ଟ୍ରଷ୍ଟ ରୋଗୀଙ୍କୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସହାୟତା ବାବଦକୁ 106.58 ଲକ୍ଷ ଏବଂ ଗରିବ ଓ ଆର୍ଥିକ ଅନଗ୍ରସର ଚାଷୀ ପରିବାରର ମେଧାବୀ ଛାତ୍ରଙ୍କ ଶିକ୍ଷା ପାଇଁ ଟ୍ରଷ୍ଟ 21.4 ଲକ୍ଷର ସ୍କଲାରସିପ ପ୍ରଦାନ କରିଛି।

IKST1
IKST2
IKST3
IKST4
IKST5
IKST6
IKST7
ikst
ikst8
ikst9

କୃଷକ ପଦକ୍ଷେପ

ସୋସିଆଲ୍ ମିଡିଆରେ ଗୋଷ୍ଠୀ ଅପଡେଟ୍‌ସ