Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.
Start Talking
Listening voice...
Life Pro 10pcs X 10 gm (Cut Flower Life Extender)
Life Pro 10pcs X 10 gm (Cut Flower Life Extender)

ଲାଇଫ୍ ପ୍ରୋ 10 ପିସ୍ x 10 ଗ୍ରାମ (କଟ୍ ଫ୍ଲାୱାର ଲାଇଫ୍‌ ଏକ୍ସଟେଣ୍ଡର)

ଲାଇଫ୍ ପ୍ରୋ ହେଉଛି ଆପଣଙ୍କର କଟା ଫୁଲର ଜୀବନ ବଢ଼ାଇବା ପାଇଁ ଏକ ଆଦର୍ଶ ସମାଧାନ। ସତେଜ ଫୁଲ ଯେ କୌଣସି କୋଠରୀକୁ ଚମକ ପ୍ରଦାନ କରିପାରେ, କିନ୍ତୁ ସେଗୁଡ଼ିକ କାଟିବା ପରେ ଶୀଘ୍ର ଝାଉଁଳି ଯାଏ। ଲାଇଫ୍ ପ୍ରୋ ସେହି ସମସ୍ତ ଜରୁରୀ ପୁଷ୍ଟିକର ଉପାଦାନ ଗଠନ କରେ ଯେଉଁଥିରେ କଟା ଫୁଲର ଜୀବନ ସମୟ ବଢ଼ାଇବାର କ୍ଷମତା ଥାଏ। ଏହା ଫୁଲକୁ ପୁଷ୍ଟିକର ଖାଦ୍ୟ ଦେଇଥାଏ, ଏହାର ପିଏଚ୍‌ ସ୍ତରକୁ ବଜାୟ ରଖେ ଏବଂ ପାଣିରେ ଜୀବାଣୁ ଏବଂ କବକକୁ ହ୍ରାସ କରେ। ଏହା ଏକ ଆନନ୍ଦଦାୟକ ଅନୁଭୂତି ପାଇଁ ଫୁଲର ଜୀବନ ବଢ଼ାଇଥାଏ।

ସଂରଚନା:

  • ଗ୍ଲୁକୋଜ୍, ଗ୍ରୋଥ୍‌ ଆଡିଟିଭ୍‌ସ ଓ ପ୍ରିଜରଭେଟିଭ୍‌ସ

ବ୍ୟାବହାରିକ ନିର୍ଦ୍ଦେଶ :

  • ଉପଯୁକ୍ତ ଭାବରେ ପରିଷ୍କାର କରାଯାଇଥିବା ଫୁଲ କୁଣ୍ଡର ବ୍ୟବହାର କରନ୍ତୁ।
  • ଫୁଲ କୁଣ୍ଡରେ 1 ଲିଟର ହାଲୁକା ଉଷୁମ ପାଣିରେ ସାସେକୁ ପକାନ୍ତୁ ଓ ଏହାକୁ ମିଶାନ୍ତୁ।
  • ଏହାକୁ କୁଣ୍ଡରେ ରଖିବା ପୂର୍ବରୁ ଫୁଲର ଡେମ୍ଫକୁ ତେରେଛା ଭାବରେ କାଟନ୍ତୁ।
  • ଏହା ସୁନିଶ୍ଚିତ କରନ୍ତୁ ଫୁଲର 2/3 ଅଂଶ ଯେପରି ପାଣିରେ ରହିବ।

 

 

Benefits:
ସୁବିଧା:
  • କଟା ଫୁଲର ଜୀବନ ସମୟ ବୃଦ୍ଧି କରେ
  • କଟା ଫୁଲକୁ ପୋଷକ ପ୍ରଦାନ କରେ
  • କଟା ଫୁଲକୁ ଦୀର୍ଘ ସମୟ ଧରି ତାଜା ଓ ସତେଜ ରଖେ
  • ପିଏଚ୍ ବଜାୟ ରହେ ଓ ପାଣିର ବ୍ୟାକ୍ଟେରିଆକୁ ହ୍ରାସ କରେ
  • ସମସ୍ତ ପ୍ରକାର ଫୁଲ ପାଇଁ ଉପଯୋଗୀ
  • 1 ଲିଟର ପାଣିରେ 10 ଗ୍ରାମର ସାସେର ବ୍ୟବହାର କରନ୍ତୁ
Benefits:
Precautions:
ସାବଧାନତା:
  • ଏକ ଥଣ୍ଡା ଓ ଶୀତଳ ସ୍ଥାନରେ ରଖନ୍ତୁ।
  • ପିଲାମାନଙ୍କ ଠାରୁ ଦୂରେଇ ରଖନ୍ତୁ।
Precautions: