Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.
Start Talking
Listening voice...
Magic Soil (All Purpose Potting Soil) - 5 Kg
Magic Soil (All Purpose Potting Soil) - 5 Kg

ମ୍ୟାଜିକ୍ ସଏଲ୍‌ (ବହୁମୁଖୀ ପଟିଂ ସଏଲ୍‌) – 5 କେଜି

ମ୍ୟାଜିକ୍ ସଏଲ୍‌ ହେଉଛି ଏକ ପ୍ରିମିୟମ ପଟିଂ ସଏଲ୍‌, ଏହା ଜୈବ ଉପଲବ୍ଧ ମାକ୍ରୋ ଓ ମାଇକୋ ପୋଷକ ଯଥା ନାଇଟ୍ରୋଜେସନ ଫସଫରସ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଇତ୍ୟାଦିରେ ଭରପୂର ଅଟେ । ଏହି ଉତ୍ପାଦ ଗଛର ସୁସ୍ଥ ଭେଜିଟେଟିଭ୍ ଓ ରିପ୍ରଡକ୍ଟିଭ୍ ବିକାଶ ଏହାର ବିକାଶଶୀଳ ଅବଧିରେ ସୁନିଶ୍ଚିତ କରେ ଓ ବୃକ୍ଷର ଉପଯୁକ୍ତ ପୋଷକ ଗ୍ରହଣକୁ ସୁନିଶ୍ଚିତ କରେ ଓ ଏହା ସଠିକ୍ ଏଇରେସନ ଓ ଆର୍ଦ୍ରତା ପ୍ରଦାନ କରେ।

ବ୍ୟାବହାରିକ ନିର୍ଦ୍ଦେଶ:

  • ପାତ୍ରର 3/4 ଅଂଶକୁ ମ୍ୟାଜିକ ସଏଲରେ ପୂରଣ କରନ୍ତୁ ଓ ଆପଣଙ୍କର ପ୍ଲାଣ୍ଟକୁ ରିପଟ୍ କରନ୍ତୁ।
  • ଅବଶିଷ୍ଟ ପାତ୍ରକୁ ମ୍ୟାଜିକ୍ ସଏଲ୍‌ ପୂରଣ କରନ୍ତୁ ଓ ମିଶ୍ରଣକୁ ଆର୍ଦ୍ର କରନ୍ତୁ।
  • 12’’ ଡାୟା ପଟରେ 5 କେଜିର ମ୍ୟାଜିକ୍ ସଏଲ ବ୍ୟବହାର କରନ୍ତୁ ବା 5 ବର୍ଗ ଫୁଟକୁ ½ ଇଞ୍ଚ ଗଭୀରତାରେ ପୂରଣ କରନ୍ତୁ।
  • ପ୍ରତିରୋପଣ କରିବା ସମୟରେ ଚେରର ଗଠନରେ କ୍ଷତି କରନ୍ତୁ ନାହିଁ।

ସୁବିଧା:

  • ବ୍ୟବହାର ପାଇଁ ପ୍ରସ୍ତୁତ ସଏଲ୍‌ ମିକ୍ସ
  • ବାଲାନ୍‌ସରେ ସମସ୍ତ ଜରୁରୀ ପୋଷକ ପ୍ରଦାନ କରେ
  • କଷ୍ଟୋମାଇଜଡ୍‌ ବ୍ଲେଣ୍ଡ ସମସ୍ତ ଉତ୍ପାଦ ପାଇଁ ଉପଯୋଗୀ
  • ପୋଷକ ଦକ୍ଷତାରେ ଉନ୍ନତି ଆଣେ