BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.

Listening voice...


ନ୍ୟୁଟ୍ରି-ରିଚ୍ (ସିୱିଡ୍ ସମୃଦ୍ଧ ଭର୍ମିକମ୍ପୋଷ୍ଟ) – 5 କେଜି
ନ୍ୟୁଟ୍ରି-ରିଚ୍ ହେଉଛି ଏକ ପ୍ରିମିୟମ୍ ଭର୍ମିକମ୍ପୋଷ୍ଟ ଯାହା ପେଟେଣ୍ଟେଡ୍ ପ୍ରକ୍ରିୟା ସହିତ ଆଧୁନିକ ପ୍ରକ୍ରିୟା ଦ୍ବାରା ନିର୍ମିତ। ଏହା ଶୁଦ୍ଧ ଗୋବରକୁ ଭର୍ମିକମ୍ପୋଷ୍ଟରେ ପରିଣତ କରେ ଯାହା ବିଶ୍ବ ସ୍ତରୀୟ ଗୁଣାତ୍ମକ ମାନ ସହିତ ଏକ ଉତ୍କୃଷ୍ଟ ମାନକ ଉତ୍ପାଦ ସୁନିଶ୍ଚିତ କରେ। ଏହା ବ୍ୟାକ୍ଟେରିଆ, ଏନଜାଇମର ଏକ ସକ୍ରିୟ ଜୈବିକ ମିଶ୍ରଣ ଏବଂ ଜୈବ ଉପଲବ୍ଧ ଉଦ୍ଭିଦ ପୋଷକ ତତ୍ତ୍ୱ ଯେପରିକି କନ୍ସନଟ୍ରେଟେଡ୍ ନାଇଟ୍ରେଟସ, ଫସଫରସ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍ ଇତ୍ୟାଦିରେ ଭରପୂର ଅଟେ । ଉଦ୍ଭିଦକୁ ଚାପରୁ ସୁରକ୍ଷା ଦିଏ ଏବଂ ଉଦ୍ଭିଦର ପୋଷକ ଯୋଗାଣରେ ସହାୟତା କରେ।
ସଂରଚନା:
- ଭର୍ମିକମ୍ପୋଷ୍ଟ, ସିୱିଡ୍ ଏକ୍ସଟ୍ରାକ୍ଟ ଓ ଆଡିଟିଭରେ ପ୍ରସ୍ତୁତ
ବ୍ୟାବହାରିକ ନିର୍ଦ୍ଦେଶ:
- ପାତ୍ରରେ ମୃତ୍ତିକା ଉପରେ ନ୍ୟୁଟ୍ରି ରିଚର 1 ଇଞ୍ଚର ଲେୟାର ପ୍ରସ୍ତୁତ କରନ୍ତୁ ଓ ଏକ ଛୋଟ ସୋଭେଲ୍ ସହାୟତାରେ ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ।
- 3 କେଜିର ମୃତ୍ତିକା ପାଇଁ 500 ଗ୍ରାମ ନ୍ୟୁଟ୍ରିଆ –ରିଚ୍ ସୁପାରିଶ କରାଯାଏ

ସୁବିଧା:
- ମୃତ୍ତିକାରେ ବାୟୁ ଚଳାଚଳ ଓ ଗଠନରେ ଉନ୍ନତି ଆଣେ
- ଲାଭକାରୀ ମାଇକ୍ରୋ ଅର୍ଗାନିଜିମ୍ ସହିତ ମୃତ୍ତିକାକୁ ସମୃଦ୍ଧ କରେ
- ମାଟିର ଜଳ ଧାରଣ କ୍ଷମତା ବୃଦ୍ଧି କରେ |
- ବୃକ୍ଷର ପୋଷକ ଗ୍ରହଣରେ ଉନ୍ନତି ଆଣେ
- ନିମରେ କୋଟ୍ କରାଯାଇଛି ଓ ବାୟୋ ପେଷ୍ଟିସାଇଡରେ ଉପଚାରିତ ଯଦ୍ବାରା ବୃକ୍ଷରେ ଚାପ ଓ ରୋଗକୁ ପ୍ରତିହତ କରେ।
- ଗଛର ଉତ୍କୃଷ୍ଟ ବିକାଶରେ ସହାୟକ


ସାବଧାନତା :
- ପ୍ୟାକେଟକୁ ଟାଇଟ୍ କରି ବନ୍ଦ କରିବା ଉଚିତ୍।
- ଏହାକୁ ଥଣ୍ଡା ଏବଂ ଶୁଷ୍କ ସ୍ଥାନରେ ରଖନ୍ତୁ ।
- ପିଲାମାନଙ୍କ ପାଖରେ ରଖନ୍ତୁ ନାହିଁ ।
- ଉପକାରୀ ମାଇକ୍ରୋବର ଉପସ୍ଥିତି ପ୍ୟାକେଟକୁ ଫୁଲାଇପାରେ, ପିନରେ ଫୋଡ଼ି 24 ଘଣ୍ଟା ପରେ ବ୍ୟବହାର କରନ୍ତୁ।
